ରାଜନୀତିରାଜଗାଙ୍ଗପୁରରେ ଖୁସିର ଲହରୀ! ସାଂସଦ ପ୍ରତିନିଧି ହେଲେ ଅଶୋକ ଦାସ
ରାଜଗାଙ୍ଗପୁରରେ ଖୁସିର ଲହରୀ! ସାଂସଦ ପ୍ରତିନିଧି ହେଲେ ଅଶୋକ ଦାସ।ରାଜଗାଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ କାଉନସିଲର ଓ ଉପନଗରପାଳ ଅଶୋକ ଦାସଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ଦିଲୀପ ରାୟ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି।ଏହି…